ଇଂରାଜୀ ନୂତନ ବର୍ଷ ୨୦୨୬ର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ : ଅଂଶୁ ତ୍ରିପାଠୀ, ମହିଳା ଉଦ୍ୟୋଗୀ

ଇଂରାଜୀ ନୂତନ ବର୍ଷ ୨୦୨୬ର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ : ଅଂଶୁ ତ୍ରିପାଠୀ, ମହିଳା ଉଦ୍ୟୋଗୀ

ଭୁବନେଶ୍ବର, ୨/୧ : ଇଂରାଜୀ ନୂତନ ବର୍ଷ ୨୦୨୬ର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ନୂତନ ବର୍ଷ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧିର ନୂଆ ଆଲୋକ ଭରି ଦେଉ ବୋଲି କହିଛନ୍ତି ମହିଳା ଉଦ୍ୟୋଗୀ ତଥା ବିଜେଡି ନେତ୍ରୀ ଅଂଶୁ ତ୍ରିପାଠୀ ।

 ଏହି ନୂତନ ବର୍ଷ ସମସ୍ତଙ୍କ ଜୀବନରେ ନୂଆ ଆଶା, ନୂଆ ସଙ୍କଳ୍ପ ଓ ନୂଆ ଆତ୍ମବିଶ୍ୱାସ ନେଇ ଆସୁ ବୋଲି କହିଛନ୍ତି ଶ୍ରୀମତି ତ୍ରିପାଠୀ ।