ଗ୍ଲାମନ ମିସ୍ ଇଣ୍ଡିଆ- ୨୦୨୪ ବିଜୟୀ ଓଡ଼ିଆ ମଡେଲ ରଶ୍ମି ନାୟକଙ୍କ ଫଟୋରେ ଫଟୋରେ ...

ଗ୍ଲାମନ ମିସ୍ ଇଣ୍ଡିଆ- ୨୦୨୪ ବିଜୟୀ ଓଡ଼ିଆ ମଡେଲ ରଶ୍ମି ନାୟକଙ୍କ ଫଟୋରେ ଫଟୋରେ ...

ଭୁବନେଶ୍ୱର,୨୨/୧୦: ମାଲେସିଆରେ ଆୟୋଜିତ ଗ୍ଲାମନ ମିସ୍ ଇଣ୍ଡିଆ- ୨୦୨୪ର ଟାଇଟେଲ ହାତେଇଛନ୍ତି ଓଡ଼ିଆ ମଡେଲ ରଶ୍ମି ନାୟକ। ଏହା ସହ ରଶ୍ମିଙ୍କୁ ମିଳିଛି ମିସ ପପୁଲାର ଫେସର ଆଖ୍ୟା। ଏହି ଅବସରରେ ଭୁବନେଶ୍ୱର ବୋକାକେଫଠାରେ ରଶ୍ମିଙ୍କୁ ଦିଆଯାଇଛି ଭବ୍ୟ ସମ୍ୱର୍ଦ୍ଧନା। ଆସନ୍ତୁ ଦେଖିବା ଫଟୋରେ ଫଟୋରେ କିଛି ଦୃଶ୍ୟ ...