ଇଂରାଜୀ ନୂତନ ବର୍ଷ ୨୦୨୬ର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ : ଡ. ରୋଜାଲିନି ସେନାପତି
ଭୁବନେଶ୍ବର, ୧/୧ : ଇଂରାଜୀ ନୂତନ ବର୍ଷ ୨୦୨୬ର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ନୂତନ ବର୍ଷ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧିର ନୂଆ ଆଲୋକ ଭରି ଦେଉ ବୋଲି କହିଛନ୍ତି ବିଘ୍ନରାଜ ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷା ଡ. ରୋଜାଲିନି ସେନାପତି।
ସେହିଭଳି ଏହି ନୂତନ ବର୍ଷ ସମସ୍ତଙ୍କ ଜୀବନରେ ନୂଆ ଆଶା, ନୂଆ ସଙ୍କଳ୍ପ ଓ ନୂଆ ଆତ୍ମବିଶ୍ୱାସ ନେଇ ଆସୁ ବୋଲି କହିଛନ୍ତି ଶ୍ରୀମତି ସେନାପତି।

Editor 


