ନୂତନ ବର୍ଷ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧିର ନୂଆ ଆଲୋକ ଭରି ଦେଉ : ପ୍ରଦ୍ୟୁମ୍ନ କୁମାର ନାୟକ

ନୂତନ ବର୍ଷ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧିର ନୂଆ ଆଲୋକ ଭରି ଦେଉ : ପ୍ରଦ୍ୟୁମ୍ନ କୁମାର ନାୟକ

ଭୁବନେଶ୍ବର, ୧/୧ : ଇଂରାଜୀ ନୂତନ ବର୍ଷ ୨୦୨୬ର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ନୂତନ ବର୍ଷ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧିର ନୂଆ ଆଲୋକ ଭରି ଦେଉ ବୋଲି କହିଛନ୍ତି ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ । 

ନୂତନ ବର୍ଷ ଉପଲକ୍ଷେ ଶ୍ରୀ ନାୟକ ରାଜ୍ୟ ଓ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ‘ଓଡ଼ିଶା ଅପଡେଟ’ର ପୂରା ପରିବାରକୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।