ପ୍ରକାଶ ପାଇଲା ‘ଯୁବା’ର ସେପ୍ଟେମ୍ବର ସଂସ୍କରଣ

ପ୍ରକାଶ ପାଇଲା ‘ଯୁବା’ର ସେପ୍ଟେମ୍ବର ସଂସ୍କରଣ

ଭୁବନେଶ୍ବର,୧୬/୯ : ଓଡ଼ିଶାର ଲୋକାଦୃତ ମାସିକ ପତ୍ରିକା ‘ଯୁବା’ର ସେପ୍ଟେମ୍ବର ସଂସ୍କରଣ ପ୍ରକାଶ ପାଇଛି । ପ୍ରତ୍ୟେକ ମାସ ଏହା ପ୍ରକାଶିତ ହେଉଛି । ଘରେ ଘରେ ଏବେ ‘ଯୁବା’ର ଲୋକପ୍ରିୟତା ବଢିବାରେ ଲାଗିଛି । ପ୍ରତ୍ୟେକ ଘରେ ସମସ୍ତଙ୍କର ପସନ୍ଦ ମାସିକ ପତ୍ରିକା ‘ଯୁବା’ । ଆପଣମାନେ ବି ଏଥିରେ ନିଜର ଲେଖା ପ୍ରକାଶ କରିପାରିବେ ।

ଯଦି କୌଣସି ଲେଖକ କିମ୍ବା ଲେଖିକା ‘ଯୁବା’ପାଇଁ ଲେଖା ପଠାଇବାକୁ ଚାହୁଁଛନ୍ତି ତେବେ ମୋ : 9439440700/7008725129 କିମ୍ବା ଇ : yuba4283@gmail.com ରେ ଆମ ପାଖକୁ ପଠାଇପାରିବେ ।