ଉପର ପଡ଼ିଆରେ ବାଲିଯାତ୍ରାକୁ ମିଳିଲା ଅନୁମତି
ଭୁବନେଶ୍ବର, ୯/୧୦ : ଉପର ପଡ଼ିଆରେ ବାଲିଯାତ୍ରାକୁ ମିଳିଲା ଅନୁମତି। ଉପର ପଡ଼ିଆ ବାଲିଯାତ୍ରାକୁ ଅନୁମତି ଦେଇଛନ୍ତି ହାଇକୋର୍ଟ। ପୂର୍ବରୁ କେବଳ ତଳ ପଡ଼ିଆରେ ବାଲିଯାତ୍ରା କରିବାକୁ ନିଷ୍ପତ୍ତି ହୋଇଥିଲା।
ନିଷ୍ପତ୍ତିର ପୁନଃର୍ବିଚାର ପାଇଁ ପ୍ରଶାସନକୁ ଅନୁରୋଧ କରାଯାଇଥିଲା। ଆଜି ହାଇକୋର୍ଟ ଉପର ପଡ଼ିଆରେ ବାଲିଯାତ୍ରା କରିବାକୁ ଅନୁମତି ଦେଇଛନ୍ତି।

Editor 


