ପଳାଶୁଣୀ ଓଭର ବ୍ରିଜ୍‌ ଉପରେ ଜଳିଗଲା ଟ୍ରକ୍‌

ପଳାଶୁଣୀ ଓଭର ବ୍ରିଜ୍‌ ଉପରେ ଜଳିଗଲା ଟ୍ରକ୍‌

ଭୁବନେଶ୍ବର,୨୨/୪ : ମଞ୍ଚେଶ୍ବର ଥାନା ଅନ୍ତର୍ଗତ ପଳାଶୁଣୀ ଓଭର ବ୍ରିଜ୍‌ ଉପରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଯାଇଛି । ହଠାତ୍ ଏକ ଟ୍ରକ୍‌ ଜଳି ଯାଇଥିବା ଜଣାପଡ଼ିଛି ।

୧୬ନମ୍ବର ଜାତୀୟ ରାଜପଥରେ ଅପରାହ୍ନ ପ୍ରାୟ ୩ଟା ସମୟରେ ଏହି ଅଗ୍ନିକାଣ୍ଡ ଘଟିଛି । ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।