ଯାତ୍ରା କଳାକାର ଜିତେନ୍ଦ୍ରୀୟ ନାୟକଙ୍କୁ ଛୁରା ମାଡ଼

ଭୁବନେଶ୍ୱର, ୨/୧୧ : ଯାତ୍ରା କଳାକାର ଜିତେନ୍ଦ୍ରୀୟ ନାୟକଙ୍କୁ ଛୁରା ମାଡ଼ l ଛୁରାମାଡ଼ର କାରଣ ଅସ୍ପଷ୍ଟ ରହିଛି l କାଳୀପୂଜା ଉପଲକ୍ଷେ ଗାଁକୁ ଯାଇଥିବାବେଳେ ହୋଇଛି ଛୁରା ମାଡ଼ l ସଙ୍ଘବଦ୍ଧ ଭାବେ ଆକ୍ରମଣ ହୋଇଥିବା ସୂଚନା l ତେବେ ଛୁରାମାଡ଼ର କାରଣ ଅସ୍ପଷ୍ଟ ରହିଛି l
ବର୍ତ୍ତମାନ ସେ କଟକ ଏସସିବିରେ ଚିକିତ୍ସାଧୀନ ଅଛନ୍ତି l ସୂଚନାଯୋଗ୍ୟ ଯେ, ସେ ବର୍ତ୍ତମାନ ଯାତ୍ରା ଶ୍ରୀ ଦୁର୍ଗାରେ ଅଭିନୟ ଜାରି ରଖିଛନ୍ତି l