ଭୁବନେଶ୍ୱରରେ ପହଞ୍ଚିଲେ ହେମାମାଳିନୀ

ଭୁବନେଶ୍ୱରରେ ପହଞ୍ଚିଲେ ହେମାମାଳିନୀ

ଭୁବନେଶ୍ୱର,୧୭/୫ : ଭୁବନେଶ୍ୱରରେ ପହଞ୍ଚିଲେ ଡ୍ରିମଗର୍ଲ ହେମାମାଳିନୀ। ସାଲିଆସାହିରେ ବିଜେପି ଜନସଭାକୁ ସମ୍ବୋଧିତ କରିବେ ବଲିଉଡ୍ ଅଭିନେତ୍ରୀ ହେମା ମାଳିନୀ। ଅପରାହ୍ନରେ କଟକ କିଶନ ନଗର ସଭାରେ ଯୋଗ ଦେବେ।

୩ଟି ସ୍ଥାନରେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି। ହେମାମାଳିନୀ ଉତ୍ତର ଭୁବନେଶ୍ୱର ସଭାରେ ଯୋଗ ଦେବା ସହ ପିପିଲିରେ ରୋଡ୍ ଶୋ’ କରିବେ