ଶ୍ରୀରାମଙ୍କ ଆଦର୍ଶ ଆମ ଜୀବନକୁ ନୂତନ ଦିଗ ଦେଉ : ଦେବସ୍ମିତା ମହାନ୍ତି
ଭୁବନେଶ୍ବର,୨୭/୩ : ଶ୍ରୀ ରାମ ନବମୀ ଉପଲକ୍ଷେ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଶୁଭକାମନା । ଏହି ଅବସରରେ ରାଜ୍ୟ ଓ ଦେଶବାସୀଙ୍କୁ ଶୁଭେଚ୍ଛା । ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ଆଦର୍ଶ ଆମ ଜୀବନକୁ ନୂତନ ଦିଗ ଦେଉ। ତାଙ୍କର କୃପାରେ ଆପଣଙ୍କ ଘରେ ଆନନ୍ଦ, ଆଶା ଓ ଶକ୍ତିର ଆଲୋକ ସଦା ବିକିରିତ ହେଉ ବୋଲି କହିଛନ୍ତି ବିଜେପି ସଭାନେତ୍ରୀ ଦେବସ୍ମିତା ମହାନ୍ତି ।

Editor 


