କ’ଣ ଆପଣ ରାଜନୀତିର ଚାଣକ୍ୟ ? ପ୍ରଶ୍ନ ଶୁଣି ଅଟକିଗଲେ ଅମିତ ଶାହ, ଦେଲେ ଏଭଳି କିଛି ଉତ୍ତର

କ’ଣ ଆପଣ ରାଜନୀତିର ଚାଣକ୍ୟ ? ପ୍ରଶ୍ନ ଶୁଣି ଅଟକିଗଲେ ଅମିତ ଶାହ, ଦେଲେ ଏଭଳି କିଛି ଉତ୍ତର

ନୂଆଦିଲ୍ଲୀ,୧୭/୫: ଆଜିକାଲି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ରାଜନୀତିର ଚାଣକ୍ୟ କୁହାଯାଉଛି । ଏ ନେଇ ନିଜେ ମତ ରଖିଛନ୍ତି ଅମିତ ଶାହ। ସେ କହିଛନ୍ତି ଯେ, ମୁଁ ନୁହେଁ। କେବଳ ଲୋକମାନେ ଏହା କୁହନ୍ତି, କିନ୍ତୁ ମୁଁ ଏହାକୁ ବିଶ୍ୱାସ କରେ ନାହିଁ। ଏକ ସାକ୍ଷାତକାରରେ ଅମିତ ଶାହଙ୍କୁ ପଚରାଯାଇଥିଲା ଯେ ଲୋକମାନେ ଆପଣଙ୍କୁ ରାଜନୀତିର ଚାଣକ୍ୟ ବୋଲି ଡାକନ୍ତି । ଚାଣକ୍ୟ ଯୋଜନା ବି ପ୍ରସ୍ତୁତ କରନ୍ତି, ତେବେ ଏପରି ପରିସ୍ଥିତିରେ ଆପଣଙ୍କର ଯୋଜନା କ’ଣ ? ଏହାର ଜବାବରେ ଶାହ ଆଙ୍କରକୁ ଅଧାରୁ ଅଟକେଇ କହିଥିଲେ, ମୁଁ ଚାଣକ୍ୟ ନୁହେଁ