ଦାରିଦ୍ର୍ୟ ଦୂରୀକରଣରେ ଓଡିଶା ଆଗୁଆ: ନବୀନ ପଟ୍ଟନାୟକ
 
                                ଭୁବନେଶ୍ୱର, ୧୫/ ୭ : ଦାରିଦ୍ର୍ୟ ଦୂରୀକରଣରେ ଓଡିଶା ଆଗୁଆ । ଏନେଇ ସୋମବାର ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି । ୨୦୨୩-୨୪ରେ ଦାରିଦ୍ର୍ୟ ଦୂରୀକରଣରେ ଓଡିଶା ଆଗୁଆ ବୋଲି ଏକ୍ସରେ ଶେୟାର କରିଛନ୍ତି ନବୀନ ପଟ୍ଟନାୟକ । ନୀତି ଆୟୋଗ ସୂଚକାଙ୍କରୁ ଏ ନେଇ ସୂଚନା ମିଳିଛି ।
https://x.com/Naveen_Odisha/status/1812745481707024424?t=HrAj9tPw9Yz1NQAVmloc9A&s=19
 

 Editor
                                    Editor                                 
    
             
    
             
    
             
    
             
    
             
    
            

 
    
 
    
 
    
 
    
 
    

