ଆପଣଙ୍କ ଜୀବନରେ ନୂତନ ଆଶା ଆଣିଦେଉ : ଅଂଶୁ ତ୍ରିପାଠୀ, ମହିଳା ଉଦ୍ୟୋଗୀ

ଆପଣଙ୍କ ଜୀବନରେ ନୂତନ ଆଶା ଆଣିଦେଉ : ଅଂଶୁ ତ୍ରିପାଠୀ, ମହିଳା ଉଦ୍ୟୋଗୀ

ଭୁବନେଶ୍ୱର, ୨0/୪ :ଅକ୍ଷୟ ତୃତୀୟାର ଅନନ୍ୟ ଅବସରରେ ଆପଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା l ଏହି ଶୁଭ ଦିନଟି ଆପଣଙ୍କ ଜୀବନରେ ନୂତନ ଆଶା, ଅକ୍ଷୟ ସମୃଦ୍ଧି ଓ ଅପାର ସୁଖ ଆଣିଦେଉ l

ପ୍ରତ୍ୟେକ ପଦକ୍ଷେପରେ ସଫଳତା ଓ ଶାନ୍ତି ଆପଣଙ୍କ ସହ ରହୁ l ଶୁଭ ଅକ୍ଷୟ ତୃତୀୟା ବୋଲି କହିଛନ୍ତି ମହିଳା ଉଦ୍ୟୋଗୀ ଅଂଶୁ ତ୍ରିପାଠୀ ।