ଅକ୍ଷୟ ତୃତୀୟା ଅବସରରେ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ : ଡ଼. ବିକାଶ କୁମାର ମିଶ୍ର
ଭୁବନେଶ୍ୱର, ୨0/୪ : ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ l ରାଜ୍ୟର ସମସ୍ତ ଭାଇ ଓ ଭଉଣୀ, ବିଶେଷ କରି କଠିନ ପରିଶ୍ରମୀ ଅନ୍ନଦାତାମାନଙ୍କୁ ମୋର ଆନ୍ତରିକ ଅଭନନ୍ଦନ l
ଆଜିର ଏହି ଶୁଭ ଦିନରେ ମହାପ୍ରଭୁଙ୍କ ରଥ ନିର୍ମାଣର ଶୁଭାରମ୍ଭ ଓ ଚାଷୀ ଭାଇଙ୍କ ଅକ୍ଷିମୁଠି ଅନୁକୂଳ ଆମ ସଂସ୍କୃତି ଓ ସମୃଦ୍ଧିର ପ୍ରତୀକ। ଏହି ପବିତ୍ର ତିଥିରେ ପ୍ରତିଟି ଓଡ଼ିଆଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିରେ ଭରିଯାଉ ବୋଲି କହିଛନ୍ତି ନ୍ୟୁରୋ କେୟାର ସେଣ୍ଟରର ପ୍ରତିଷ୍ଠାତା ଡ଼. ବିକାଶ କୁମାର ମିଶ୍ର l

Editor 


