୫ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ

Join our subscribers list to get the latest news, updates and special offers directly in your inbox
ଭୁବନେଶ୍ବର, ୨୯/୭ : ଆସନ୍ତାକାଲି ପ୍ରବଳ ବର୍ଷା ନେଇ ୫ ଜିଲାକୁ ୟେଲୋ ଓ୍ବାର୍ଣ୍ଣିଂ ଦିଆଯାଇଛି । କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ ଓ ଯାଜପୁର ଜିଲାରେ ପ୍ରବଳ ବର୍ଷା ସମ୍ଭାବନା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ଏ ନେଇ ଜିଲାମାନଙ୍କୁ ସତର୍କ ରହିବାକୁ ସୂଚନା ଦିଆଯାଇଛି । ସତର୍କ ରହିବାକୁ ଜିଲା ପ୍ରଶାସନକୁ ଏସଆରସିଙ୍କ ନିର୍ଦ୍ଦେଶ ରହିଛି ।
Editor Nov 14, 2024 7962
Editor Oct 22, 2024 7956
Editor Dec 15, 2024 7949
Editor Feb 12, 2025 7905
Editor Feb 25, 2025 7849