ଜ୍ୱରରୁ ସୁସ୍ଥ ହେଲେ ଶ୍ରୀଜୀଉ

Join our subscribers list to get the latest news, updates and special offers directly in your inbox
ପୁରୀ,୩/୭ : ଜ୍ୱରରୁ ସୁସ୍ଥ ହେଲେ ଶ୍ରୀଜୀଉ। ହେଲା ରାଜପ୍ରାସାଦ ବିଜେ ନୀତି। ମହାପ୍ରଭୁଙ୍କ ସୁସ୍ଥ ଖବର ନେଇ ରାଜପ୍ରାସାଦରେ ପହଞ୍ଚିଲେ ସେବାୟତ। ଶ୍ରୀଜୀଉଙ୍କ ସୁସ୍ଥ ଖବର ନେଇ ମହାରାଜାଙ୍କୁ ସେବାୟତ ଜଣାଇଛନ୍ତି। ଗୁପ୍ତ ଉପଚାର ପରେ ଜ୍ୱରରେ ପୀଡିତ ଶ୍ରୀଜୀଉ ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି।
Editor Nov 14, 2024 7962
Editor Oct 22, 2024 7956
Editor Dec 15, 2024 7949
Editor Feb 12, 2025 7905
Editor Feb 25, 2025 7849