ଜୁଲାଇ ୭ ରେ ମୁଖ୍ୟମନ୍ତ୍ରୀଙ୍କ ଜନଅଭିଯୋଗ ଶୁଣାଣି

ଜୁଲାଇ ୭ ରେ ମୁଖ୍ୟମନ୍ତ୍ରୀଙ୍କ ଜନଅଭିଯୋଗ ଶୁଣାଣି

ଭୁବନେଶ୍ୱର, ୫/୭ : ଜୁଲାଇ ୭ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନଅଭିଯୋଗ ଶୁଣାଣି। ଅଶୋକନଗରସ୍ଥିତ ପୂର୍ବତନ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶୁଣାଣି ହେବ।

 ଦିନ ୧୦ଟା ୩୦ରେ ଆରମ୍ଭ ହେବ ଶୁଣାଣି। ପୂର୍ବରୁ ପଞ୍ଜିକରଣ ହୋଇଥିବା ଅଭିଯୋଗର ଶୁଣାଣି କରାଯିବ।