କାଚ ବୋତଲ ନୁହେଁ, କାଗଜ ଖୋଳରେ ମିଳିବ ମଦ
ଭୁବନେଶ୍ୱର,୨୧/୨ : ଫ୍ରୁଟି ଭଳି ମୋଟା କାଗଜ ଖୋଳରେ ମିଳିବ ମଦ । ସନା ମହାକୁଡ଼ଙ୍କ ପ୍ରଶ୍ନରେ ଶନିବାର ଉତ୍ତର ରଖିଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।
ସେ କହିଛନ୍ତି, କାଚ ବୋତଲ ପରିବର୍ତ୍ତେ ଏଣିକି ଟେଟ୍ରା ପ୍ୟାକ୍ ବ୍ୟବହାର କରାଯିବ। ଯାହା ପରିବେଶ ସୁରକ୍ଷା ପାଇଁ ଅନୁକୂଳ ମଧ୍ୟ।

Editor 


