ହାସ୍ୟ ଅଭିନେତା ବୁଧିଆ ନନାଙ୍କ ପରଲୋକ
ଭୁବନେଶ୍ୱର,୨୭/୧୨ : କଳିଙ୍ଗ ଗଣନାଟ୍ୟର ହାସ୍ୟ ଅଭିନେତା ବୁଧିଆ ନନାଙ୍କ ପରଲୋକ । ଯାତ୍ରା ଜଗତରେ ଦେବେନ୍ଦ୍ର ଦାସ ବା ବୁଧିଆ ନନା ଭାବେ ସେ ବେଶ ପରିଚିତ । ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ହୋଇଥିଲା ।
ସୂଚନା ଅନୁସାରେ, ବୁଧିଆ ନନାଙ୍କର ଗତକାଲି ମୃତ୍ୟୁ ହୋଇଯାଇଛି । ରଙ୍ଗମହଲ, ବିଶ୍ୱ ଦରବାର, କଳିଙ୍ଗ ଗଣନାଟ୍ୟ, କୋଣାର୍କ ଗଣନାଟ୍ୟ, ପାର୍ବତୀ ଗଣନାଟ୍ୟ ଭଳି ନାମିଦାମୀ ପାର୍ଟିରେ ଅଭିନୟ କରିଥିଲେ ବୁଧିଆ ନନା ।

Editor 


