ସ୍ୱାଧିନ ଭାବେ ନିର୍ବାଚନ ଲଢିବେ ସୌମ୍ୟ !

Join our subscribers list to get the latest news, updates and special offers directly in your inbox
ଭୁବନେଶ୍ୱର, ୩/୫ : ସବୁ କଳ୍ପନା-ଜଳ୍ପନାର ଅବସାନ ଘଟିଛି । ବରିଷ୍ଠ ନେତା ତଥା ଖଣ୍ଡପଡ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଏବେ ସ୍ୱାଧିନ ଭାବେ ନିର୍ବାଚନ ଲଢିବାକୁ ମନସ୍ଥିର କରିଛନ୍ତି ।
ଏଥିପାଇଁ ସମସ୍ତ ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି । କେନ୍ଦୁଝର ଜିଲ୍ଲା ଘଷିପୁରା ନିର୍ବାଚନ ମଣ୍ଡଳୀରୁ ସୌମ୍ୟ ସ୍ୱାଧିନ ଭାବେ ଲଢିବେ ବୋଲି ତାଙ୍କ ନିକଟତମ ମହଲରୁ ଜଣାପଡିଛି ।
Editor Nov 14, 2024 7962
Editor Oct 22, 2024 7956
Editor Dec 15, 2024 7949
Editor Feb 12, 2025 7905
Editor Feb 25, 2025 7849