ରେଖା ଗୁପ୍ତା ହେବେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ

ରେଖା ଗୁପ୍ତା ହେବେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୯/୨: ଦିଲ୍ଲୀର ନୂଆ ମୁଖ୍ଯମନ୍ତ୍ରୀ ହୋଇଛନ୍ତି ରେଖା ଗୁପ୍ତା ରେଖା ଗୁପ୍ତା ଏବେ ଦେଶର ରାଜଧାନୀର ଶାସନ ଭାର ସମ୍ଭାଳିବେ  ଦିଲ୍ଲୀ ବିଜେପିର ସାଧାରଣ ସମ୍ପାଦକ ଅଛନ୍ତି ରେଖା  ପ୍ରକାଶଥାଉ ଯେ, ପ୍ରଥମଥର ପାଇଁ ରେଖା ଗୁପ୍ତା ବିଧାୟକ ଭାବରେ ନିର୍ବାଚିତ ହୋଇ ସିଏମ ହୋଇଛନ୍ତି 

ତାହା ପୁଣି ଦେଶର ରାଜଧାନୀର    ଦିଲ୍ଲୀର ଚତୁର୍ଥ ମହିଳା ମୁଖ୍ଯମନ୍ତ୍ରୀ ଭାବରେ ସେ ଦାୟିତ୍ୱ ସମ୍ଭାଳିବେ  ଦିଲ୍ଲୀର ଶାଲିମାର ବାଗ ଆସନରୁ ସେ ବିଧାୟିକା ରହିଛନ୍ତି