ଶ୍ରୀ ରାମ ନବମୀ ଉପଲକ୍ଷେ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଶୁଭକାମନା : ଅଂଶୁ ତ୍ରିପାଠୀ, ମହିଳା ଉଦ୍ୟୋଗୀ
ଭୁବନେଶ୍ବର,୨୭/୩ : ଶ୍ରୀ ରାମ ନବମୀ ଉପଲକ୍ଷେ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଶୁଭକାମନା । ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ଆଦର୍ଶ ଆମ ଜୀବନକୁ ନୂତନ ଦିଗ ଦେଉ। ତାଙ୍କର କୃପାରେ ଆପଣଙ୍କ ଘରେ ଆନନ୍ଦ, ଆଶା ଓ ଶକ୍ତିର ଆଲୋକ ସଦା ବିକିରିତ ହେଉ। ସମସ୍ତଙ୍କ ଜୀବନରେ ଆସୁ ନୂତନ ଆରମ୍ଭ ଓ ସକାରାତ୍ମକତାର ଆଲୋକ ହେଉ ବୋଲି କହିଛନ୍ତି ମହିଳା ଉଦ୍ୟୋଗୀ ତଥା ବିଜେଡି ନେତ୍ରୀ ଅଂଶୁ ତ୍ରିପାଠୀ ।

Editor 


