କଂଗ୍ରେସ ଛାଡ଼ିଲେ ପ୍ରଶାନ୍ତ ଶତପଥୀ
ଭୁବନେଶ୍ୱର,୨୭/୪ : କଂଗ୍ରେସ ଛାଡ଼ିଛନ୍ତି ପ୍ରଶାନ୍ତ ଶତପଥୀ। ସେ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ପ୍ରଶାନ୍ତ ତାଙ୍କର ଇସ୍ତଫାପତ୍ର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ନିକଟକୁ ପଠାଇ ଦେଇଛନ୍ତି।

Editor 


