ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନଙ୍କ ଆଶୀର୍ବାଦ ନେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା

ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନଙ୍କ ଆଶୀର୍ବାଦ ନେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା

ଭୁବନେଶ୍ବର,୧/୧ : ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନଙ୍କ ଆଶୀର୍ବାଦ ନେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ।

https://x.com/PravatiPOdisha/status/2006652131198251104?t=PGtmW1CD9H_mj_7KFr6YRg&s=19

 ଏହି ଅବସରରେ ସେ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି କି, ଆଜି ଇଂରାଜୀ ନବ ବର୍ଷ ତଥା କ୍ୟାଲେଣ୍ଡରର ପ୍ରଥମ ଦିନରେ ଆମ ରାଜ୍ୟର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା ବଡ଼ ଭାଇ ଭାବେ ସର୍ବଦା ପ୍ରେରଣା ଓ ପ୍ରୋତ୍ସାହନ ଦେଇ ଆସିଥିବା ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓଙ୍କ ଆଶୀର୍ବଦ ନେଲି ଏବଂ ତାଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଲି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କରୁଣାରୁ ସେ ସର୍ବଦା ସୁସ୍ଥ ଓ ନିରୋଗ ରହି ଜନ ସେବା କ୍ଷେତ୍ରରେ ଉତ୍ସର୍ଗୀକୃତ ରୁହନ୍ତୁ ।