ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ
ଭୁବନେଶ୍ବର,୧୩/୧୨ : ବାଲେଶ୍ଵର ସଂସାଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।ପାର୍ଲିଆମେଣ୍ଟ ଅଧିବେଶନ ଚାଲିଥିବାରୁ ସେ ଦିଲ୍ଲୀ ବାସଭବନରେ ଥିଲେ। ତିନିଦିନ ପୂର୍ବରୁ ଥଣ୍ତା ପାଇଁ ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ କରିଥିଲେ।
ଏପରିକି ଛାତିରେ କଫ ଜମିଥିବା ଜଣାପଡିଥିଲା। ପରେ ତାଙ୍କୁ ଆରଏମଏଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କର ସ୍ଵାସ୍ଥ୍ୟ ଅବସ୍ଥା ସ୍ଥିରଥିବା ଜଣାପଡ଼ିଛି।

Editor 


