ମୁମ୍ୱାଇରୁ ସୁସ୍ଥ ହୋଇ ଭୁବନେଶ୍ୱର ଫେରିଲେ ନବୀନ ପଟ୍ଟନାୟକ
ଭୁବନେଶ୍ୱର,୧୨/୭ : ମୁମ୍ୱାଇରୁ ଭୁବନେଶ୍ୱର ଫେରିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଅସ୍ତ୍ରୋପଚାର ପରେ ସୁସ୍ଥ ହୋଇ ଭୁବନେଶ୍ୱର ଫେରିଲେ ନବୀନ ପଟ୍ଟନାୟକ। ସର୍ଭାଇକାଲ ଆର୍ଥ୍ରାଇଟିସ ଚିକିତ୍ସା ପାଇଁ ମୁମ୍ୱାଇ ଯାଇଥିଲେ ।
କୋକିଳାବେନ ଧୀରୁଭାଇ ଅମ୍ୱାନୀ ହସ୍ପିଟାଲରେ ହୋଇଥିଲା ଅସ୍ତ୍ରୋପଚାର। ପରେ ଡିସଚାର୍ଜ ହୋଇ ମୁମ୍ୱାଇଲେ ଥିଲେ। ନବୀନଙ୍କୁ ସ୍ୱାଗତ କଲେ ବହୁ ସଂଖ୍ୟାରେ କର୍ମୀ, ଶୁଭେଛୁ ଓ ସାଧାରଣ ଲୋକ।

Editor 


