ବାରବାଟୀରେ ଭାରତର ବଡ଼ ବିଜୟ

ବାରବାଟୀରେ ଭାରତର ବଡ଼ ବିଜୟ

ଭୁବନେଶ୍ବର,୯/୧୨ : ବାରବାଟୀରେ ଭାରତର ବିରାଟ ବିଜୟ। ୧୦୧ରନ୍‌ରେ ଦକ୍ଷିଣ ଆଫ୍ରିକାକୁ ହରାଇଲା ଭାରତ। ୭୪ରେ ଦକ୍ଷିଣ ଆଫ୍ରିକା ଅଲ୍‌ ଆଉଟ୍‌ ।

ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ପରାସ୍ତ କରିଛି ମେନ୍ ଇନ୍ ବ୍ଲୁ । ଭାରତୀୟ ବୋଲରଙ୍କୁ ସାମ୍ନା କରି ପାରି ନ ଥିଲା ଦକ୍ଷିଣ ଆଫ୍ରିକା । ସ୍ଥିତି ଏପରି ହେଲା ଯେ ଶହେ ରନ୍ ଛୁଇଁ ପାରି ନ ଥିଲା ପ୍ରତିପକ୍ଷ ଟିମ୍ । ମାତ୍ର ୭୪ରେ ଦଳ ସମସ୍ତ ଓ୍ବିକେଟ୍ ହରାଇଥିଲା ।