ନୂତନ ବର୍ଷ ନୂଆ ଆତ୍ମ ବିଶ୍ୱାସ ନେଇ ଆସୁ : ସମାଜସେବୀ ସୁନିତା ମହାନ୍ତି
ଭୁବନେଶ୍ବର,୨/୧ : ଇଂରାଜୀ ନୂତନ ବର୍ଷ ୨୦୨୬ର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ନୂତନ ବର୍ଷ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧିର ନୂଆ ଆଲୋକ ଭରି ଦେଉ ବୋଲି କହିଛନ୍ତି ସମାଜସେବୀ ସୁନିତା ମହାନ୍ତି ।
ଏହି ନୂତନ ବର୍ଷ ସମସ୍ତଙ୍କ ଜୀବନରେ ନୂଆ ଆଶା, ନୂଆ ସଙ୍କଳ୍ପ ଓ ନୂଆ ଆତ୍ମ ବିଶ୍ୱାସ ନେଇ ଆସୁ ବୋଲି କହିଛନ୍ତି ଶ୍ରୀମତି ମହାନ୍ତି ।

Editor 


