ଇଂରାଜୀ ନୂତନ ବର୍ଷର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ : ସତ୍ୟ ସାରଥି ମହାନ୍ତି
ଭୁବନେଶ୍ବର, ୨/୧ : ଇଂରାଜୀ ନୂତନ ବର୍ଷ ୨୦୨୬ର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ନୂତନ ବର୍ଷ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧିର ନୂଆ ଆଲୋକ ଭରି ଦେଉ ବୋଲି କହିଛନ୍ତି ରାଜ୍ୟର ବିଶିଷ୍ଟ ରାଜନୀତିଜ୍ଞ ସତ୍ୟ ସାରଥି ମହାନ୍ତି । ଏହି ନୂତନ ବର୍ଷ ସମସ୍ତଙ୍କ ଜୀବନରେ ନୂଆ ଆଶା, ନୂଆ ସଙ୍କଳ୍ପ ଓ ନୂଆ ଆତ୍ମବିଶ୍ୱାସ ନେଇ ଆସୁ ବୋଲି କହିଛନ୍ତି ଶ୍ରୀ ମହାନ୍ତି ।

Editor 


