ରାଜଧାନୀରେ କୁଆପଥର ବର୍ଷା
ଭୁବନେଶ୍ବର,୨୬/୩ : ଭୁବନେଶ୍ବରରେ କାଳବୈଶାଖୀର ତାଣ୍ଡବ । ପବନ, ଘଡ଼ଘଡ଼ି ସହ କୁଆପଥର ବର୍ଷା ହୋଇଛି । ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ମାଡ଼ ଯୋଗୁ ଯାତାୟତ ବାଧାପ୍ରାପ୍ତ ହୋଇଛି । ପ୍ରବଳ ପବନ ଫଳରେ ଅନେକ ସ୍ଥାନରେ ଡ଼ାଳ ଭାଙ୍ଗି ରାସ୍ତାରେ ପଡିଥିବା ମଧ୍ୟ ଦେଖାଯାଇଛି ।

Editor 


