ଭୁବନେଶ୍ଵରରେ ପହଞ୍ଚିଲେ ଅରବାଜ୍‌ ଖାନ, ନମନ କାର୍ଯ୍ୟକ୍ରମରେ ଯୋଗଦେବେ

ଭୁବନେଶ୍ଵରରେ ପହଞ୍ଚିଲେ ଅରବାଜ୍‌ ଖାନ, ନମନ କାର୍ଯ୍ୟକ୍ରମରେ ଯୋଗଦେବେ

ଭୁବନେଶ୍ବର,୧୮/୧୨ : ଭୁବନେଶ୍ଵରରେ ପହଞ୍ଚିଛନ୍ତି ବଲିଉଡ୍‌ ଅଭିନେତା ଅରବାଜ ଖାନ । କମିଶନରେଟ ପୁଲିସର ନମନ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଅରବାଜ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଦେଖିବା ଲାଗି ଲୋକଙ୍କ ଭିଡ଼ ଜମିଥିଲା । ଗୁରୁବାର ସନ୍ଧ୍ୟାରେ ହେଉଥିବା କାର୍ଯ୍ୟକ୍ରମରେ ଯୋଗଦେବାର ରହିଛି ।