ଅଭିନେତ୍ରୀ ରିୟାଙ୍କ ନାଁରେ ସଙ୍ଗୀନ ଅଭିଯୋଗ, ଯୁବତୀଙ୍କୁ କରୁଥିଲେ ଟର୍ଚ୍ଚର

ଭୁବନେଶ୍ୱର, ୯/୭ : ଓଡ଼ିଆ ସିନେମା ଅଭିନେତ୍ରୀ ରିୟା ଏବଂ ତାଙ୍କ ସ୍ୱାମୀଙ୍କ ନାଁରେ ଆସିଲା ସଙ୍ଗୀନ ଅଭିଯୋଗ l ଘରେ କାମ କରୁଥିବା ଯୁବତୀଙ୍କୁ କରୁଥିଲେ ଟର୍ଚ୍ଚର l ଯୁବତୀ ଜଣଙ୍କ କେୟାର ଟେକର ଭାବରେ କାମ କରୁଥିଲେ l ଏ ନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ହୋଇଛି ।
ଅଭିଯୋଗ ଆଧାରରେ ତଦନ୍ତ କରୁଛି ପୋଲିସ । ରିୟାଙ୍କ ଘରୁ ଖସି ପଳେଇ ଆସି ଥାନାରେ ଅଭିଯୋଗ କଲେ ଯୁବତୀ ।