ଶ୍ରୀ ରାମ ନବମୀ ଉପଲକ୍ଷେ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଶୁଭକାମନା : ସମାଜସେବୀ ସୁମିତ୍ରା ପଣ୍ଡା

ଶ୍ରୀ ରାମ ନବମୀ ଉପଲକ୍ଷେ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଶୁଭକାମନା : ସମାଜସେବୀ ସୁମିତ୍ରା ପଣ୍ଡା

ଭୁବନେଶ୍ବର,୨୭/୩ : ଶ୍ରୀ ରାମ ନବମୀ ଉପଲକ୍ଷେ ସମସ୍ତଙ୍କୁ ନ୍ତରିକ ଶୁଭେଚ୍ଛା ଓ ଶୁଭକାମନା ତାଙ୍କର କୃପାରେ ଆପଣଙ୍କ ଘରେ ଆନନ୍ଦ, ଆଶା ଓ ଶକ୍ତିର ଆଲୋକ ସଦା ବିକିରିତ ହେଉ ସମସ୍ତଙ୍କ ଜୀବନରେ ଆସୁ ନୂତନ ଆରମ୍ଭ ଓ ସକାରାତ୍ମକତାର ଆଲୋକ ହେଉ ବୋଲି କହିଛନ୍ତି ସମାଜସେବୀ ସୁମିତ୍ରା ପଣ୍ଡା।