ଛତିଶଗଡ଼ରେ ପୁଣି ବଡ଼ ଧରଣର ଏନ୍କାଉଣ୍ଟର : ୮ ମାଓବାଦୀ ନିହତ

Join our subscribers list to get the latest news, updates and special offers directly in your inbox
ମାଲକାନଗିରି,୧୦/୫ : ଛତିଶଗଡ଼ରେ ପୁଣି ନକ୍ସଲମାନଙ୍କ ବିରୋଧରେ ସୁରକ୍ଷାକର୍ମୀମାନେ ବଡ଼ ଧରଣର ଏନ୍କାଉଣ୍ଟର କରିଛନ୍ତି। ବିଜାପୁର ଜିଲ୍ଲା ଗାଙ୍ଗାଲୁର ଥାନା ପିଡ଼ିଆ ଜଙ୍ଗଲରେ ଏହି ଗୁଳିବିନିମୟ ହୋଇଥିବା ସୂଚନା ମିଳିଛି। ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୮ ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି ।
Editor Nov 14, 2024 7962
Editor Oct 22, 2024 7956
Editor Dec 15, 2024 7949
Editor Feb 12, 2025 7905
Editor Feb 25, 2025 7849