ଦୁର୍ଘଟଣାରେ ପୁଲିଂ କର୍ମଚାରୀଙ୍କ ମୃତ୍ୟୁ

ଉମରକୋଟ, ୧୧/୫ : ପୁଲିଂ କର୍ମଚାରୀଙ୍କ ଦୁର୍ଘଟଣାରେ ମୃତ୍ୟୁ । ଉମରକୋଟର ସ୍ବାମୀ ବିବେକାନନ୍ଦ ବିଦ୍ୟାମନ୍ଦିରକୁ ନିର୍ବାଚନ ପାଇଁ ଆସିଥିଲେ । ମୃତ ପୁଲିଂ କର୍ମଚାରୀ ଜଣକ ହେଲେ ଅଲେଖ ରନ୍ଧାରି । ବସରୁ ଓହ୍ଲାଇ ବୁଥକୁ ଯିବା ସମୟରେ ପଛପଟୁ ଧକ୍କା ଦେଲା ବାଇକ୍ । ଫଳରେ ତାଙ୍କର ମୃତ୍ୟୁ ହୋଇଛି l