ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ମହାନତାର ପ୍ରତୀକ ଓଡିଶା : ସତ୍ୟ ସାରଥି ମହାନ୍ତି
ଭୁବନେଶ୍ବର,୧/୪ : ଉତ୍କଳ ଦିବସ ଅବସରରେ ସମଗ୍ର ଓଡିଶାବାସୀଙ୍କୁ ଶୁଭେଛା ଜଣାଇଛନ୍ତି ରାଜ୍ୟର ବିଶିଷ୍ଟ ରାଜନୀତିଜ୍ଞ ତଥା ରାଜନେତା ସତ୍ୟ ସାରଥି ମହାନ୍ତି । ସେ କହିଛନ୍ତି, ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ମହାନତାର ପ୍ରତୀକ ହେଉଛି ଓଡିଶା । ଆମର ନୃତ୍ୟ ଓ ସଙ୍ଗୀତ କଳା ଏବଂ ସାହିତ୍ୟ ଭାରତକୁ ସମୃଦ୍ଧ କରିଛି । ଦୃଢ ସଂକଳ୍ପ, ସରଳତା ଏବଂ ସ୍ନେହ ପାଇଁ ଓଡିଶାର ଲୋକମାନେ ପରିଚିତ।

Editor 


