‘ଭିଆଇପି ସଂସ୍କୃତି’କୁ ହଟାଇଲେ ମୁଖ୍ୟମନ୍ତ୍ରୀ

‘ଭିଆଇପି ସଂସ୍କୃତି’କୁ ହଟାଇଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୬/୫ : ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟ ସରକାରୀ କାର୍ଯ୍ୟାଳୟରେ ଭିଆଇପି ଚେୟାରରେ ଦେଖାଯାଉଥିବା ଦୀର୍ଘ ଦିନର “ଟାୱେଲ୍ ସଂସ୍କୃତି”କୁ ବନ୍ଦ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟ ଏହି ପଦକ୍ଷେପ ବିଷୟରେ କୌଣସି ସରକାରୀ ଘୋଷଣା କିମ୍ବା ପ୍ରଚାର ବିନା ତାଙ୍କ ଚୌକିରୁ ପାରମ୍ପରିକ ଧଳା ଟାୱେଲ୍ ହଟାଇ ଦେଇଛନ୍ତି।