ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ମହାନତାର ପ୍ରତୀକ ହେଉଛି ଓଡିଶା : ବିଧାୟିକା ମନୋରମା ମହାନ୍ତି

ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ମହାନତାର ପ୍ରତୀକ ହେଉଛି ଓଡିଶା : ବିଧାୟିକା ମନୋରମା ମହାନ୍ତି

ଭୁବନେଶ୍ବର,୧/୪ : ଉତ୍କଳ ଦିବସ ଅବସରରେ ସମଗ୍ର ଓଡିଶାବାସୀଙ୍କୁ ଶୁଭେଛା ଜଣାଇଛନ୍ତି କଳାହାଣ୍ଡି ଜିଲ୍ଲା ନର୍ଲା ବିଧାୟିକା ମନୋରମା ମହାନ୍ତି । ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ମହାନତାର ପ୍ରତୀକ ହେଉଛି ଓଡିଶା । ଆମର ନୃତ୍ୟ ଓ ସଙ୍ଗୀତ କଳା ଏବଂ ସାହିତ୍ୟ ଭାରତକୁ ସମୃଦ୍ଧ କରିଛି । ଦୃଢ ସଂକଳ୍ପ, ସରଳତା ଏବଂ ସ୍ନେହ ପାଇଁ ଓଡିଶାର ଲୋକମାନେ ପରିଚିତ ବୋଲି ମନୋରମା ସୂଚନା ଦେଇଛନ୍ତି ।