ଏକ ସଶକ୍ତ, ସମୃଦ୍ଧ ଓ ଆତ୍ମନିର୍ଭର ଓଡ଼ିଶା ଗଢ଼ିବାକୁ ଏକତ୍ର ହେବା : ଅଂଶୁ ତ୍ରିପାଠୀ, ମହିଳା ଉଦ୍ୟୋଗୀ
ଭୁବନେଶ୍ବର,୧/୪ : ଉତ୍କଳ ଦିବସର ଅନେକ ଅନେକ ଶୁଭେଚ୍ଛା । ଓଡ଼ିଶାର ଗୌରବମୟ ଇତିହାସ, ସମୃଦ୍ଧ ସଂସ୍କୃତି ଓ ଆମ ମାଟିର ସୁଗନ୍ଧ ଆମକୁ ସଦା ଗର୍ବିତ କରେ । ଏହି ଅବସରରେ ଆମେ ସମସ୍ତେ ଏକତା, ଉନ୍ନତି ଓ ସେବାର ପଥରେ ଆଗେଇବାକୁ ସଙ୍କଳ୍ପବଦ୍ଧ ହେବା । ଏକ ସଶକ୍ତ, ସମୃଦ୍ଧ ଓ ଆତ୍ମନିର୍ଭର ଓଡ଼ିଶା ଗଢ଼ିବା ପାଇଁ ଆମେ ସମସ୍ତେ ଏକତ୍ର ହେବା ବୋଲି କହିଛନ୍ତି ମହିଳା ଉଦ୍ୟୋଗୀ ତଥା ବିଜେଡି ନେତ୍ରୀ ଅଂଶୁ ତ୍ରିପାଠୀ ।

Editor 


