ସାବିତ୍ରୀ ବ୍ରତ ଉପଲକ୍ଷେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ବାର୍ତ୍ତା
ଭୁବନେଶ୍ୱର, ୧୬/୫ : ସାବିତ୍ରୀ ବ୍ରତ ଉପଲକ୍ଷେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି l ସେ ତାଙ୍କ ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲରେ ଲେଖିଛନ୍ତି, ପବିତ୍ର ସାବିତ୍ରୀ ଅମାବାସ୍ୟା ତଥା ସାବିତ୍ରୀ ବ୍ରତ ଉପଲକ୍ଷେ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା। ମା' ସାବିତ୍ରୀ କେବଳ ଏକ ପୌରାଣିକ ଚରିତ୍ର ନୁହନ୍ତି, ବରଂ ସେ ହେଉଛନ୍ତି ଆମ ନାରୀଶକ୍ତିର ଅମୋଘ ସଂକଳ୍ପ, ନିଷ୍ଠା ଓ ଆତ୍ମବଳର ପ୍ରତୀକ।https://www.facebook.com/share/p/1D5vSDyEMi/
ଏହି ପବିତ୍ର ଅବସରରେ ମା' ସାବିତ୍ରୀଙ୍କ ନିକଟରେ ସମସ୍ତଙ୍କର ସୁଖ, ସମୃଦ୍ଧି ଓ ଦୀର୍ଘାୟୁ କାମନା କରୁଛି।

Editor 


