ଖସିପଡିଲେ ବଡ଼ ଠାକୁର ବଳଭଦ୍ର, ୫ ସେବାୟତ ଆହତ ସୂଚନା

Join our subscribers list to get the latest news, updates and special offers directly in your inbox
ଭୁବନେଶ୍ୱର, ୯/୭ : ସେବାୟତଙ୍କ ହାତରୁ ଖସି ପଡିଲେ ବଡ଼ ଠାକୁର ବଳଭଦ୍ର l ୫ ସେବାୟତ ଆହତ ସୂଚନା । ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପକୁ ବିଜେ ସମୟରେ ପହଣ୍ଡିବେଳେ ସେବାୟତଙ୍କ ହାତରୁ ଖସି ପଡିଲେ ପ୍ରଭୁ ବଳଭଦ୍ର । ଆହତଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନିଆଯାଇଛି ।
Editor Nov 14, 2024 7962
Editor Oct 22, 2024 7956
Editor Dec 15, 2024 7949
Editor Feb 12, 2025 7905
Editor Feb 25, 2025 7849