ଭୁବନେଶ୍ୱର, ୨୯/୬ : ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ଓଡ଼ିଶାବାସୀଙ୍କୁ ମୋର ହାର୍ଦ୍ଦିକ ଶୁଭକାମନା। ରଥଯାତ୍ରା ପୂର୍ବରୁ ଦେବସ୍ନାନ ପୂର୍ଣ୍ଣିମାକୁ ଶ୍ରୀ ଦାରୁବ୍ରହ୍ମଙ୍କ ଆଦ୍ୟଲୀଳା ବୋଲି ମଧ୍ୟ କୁହାଯାଇଥାଏ। ଆଜି କୋଟି କୋଟି ଭକ୍ତବୃନ୍ଦ ମହାପ୍ରଭୁଙ୍କର ଏହି ମାନବୀୟ ଲୀଳାକୁ ସ୍ୱଚକ୍ଷୁରେ ଦର୍ଶନ କରିବାର ପୁଣ୍ୟ ସୌଭାଗ୍ୟ ଲାଭ କରିବେ ।
ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ସମସ୍ତଙ୍କୁ ସୁଖ, ଶାନ୍ତି ଓ ସମୃଦ୍ଧିର ଆଶୀର୍ବାଦ ପ୍ରାପ୍ତ ହେଉ ବୋଲି କହିଛନ୍ତି ବରିଷ୍ଠ ସାମ୍ବାଦିକ ସୁନୀଲ ପଣ୍ଡା l













Leave a Reply