ପ୍ରଭୁଙ୍କ ଆଶୀର୍ବାଦରେ ଆମ ସମସ୍ତଙ୍କ ଜୀବନ ଆଲୋକିତ ହେଉ : ଦିନେଶ କୁମାର ସେଠି

ଭୁବନେଶ୍ବର,୧୪/୯ : ପବିତ୍ର ଗଣେଶ ପୂଜା ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ସାମ୍ବାଦିକ ଦିନେଶ କୁମାର ସେଠି  । ସେ କହିଛନ୍ତି, ଜ୍ଞାନ, ବୁଦ୍ଧି ଓ ସିଦ୍ଧିର ଦେବତା ପ୍ରଭୁ ଶ୍ରୀଗଣେଶଙ୍କ ପୂଜା ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା। ପ୍ରଭୁଙ୍କ ଆଶୀର୍ବାଦରେ ଆମ ସମସ୍ତଙ୍କ ଜୀବନ ଆଲୋକିତ ହେଉ । ଦୁଃଖ, ଦୁର୍ଦ୍ଦଶା ଓ ସମସ୍ତ ବିଘ୍ନ ଦୂର ହୋଇ ସୁଖ ଓ ଶାନ୍ତି ପ୍ରତିଷ୍ଠିତ ହେଉ। ଆସନ୍ତୁ, ଭକ୍ତି ଓ ଶ୍ରଦ୍ଧାର ସହ ପ୍ରଭୁ ଶ୍ରୀଗଣେଶଙ୍କୁ ସ୍ମରଣ କରିବା।

Leave a Reply

Your email address will not be published. Required fields are marked *