ଭୁବନେଶ୍ବର,୨୫/୭ : ପବିତ୍ର ସୁନାବେଶ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ସାମ୍ବାଦିକ ପ୍ରାଣ ରଞ୍ଜନ ବେହେରା । ସେ କହିଛନ୍ତି , ସୁନାବେଶର ପବିତ୍ର ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦିବ୍ୟ କୃପା ସମସ୍ତଙ୍କ ଜୀବନକୁ ସୁଖ, ଶାନ୍ତି ଓ ସମୃଦ୍ଧିରେ ଭରିଦେଉ। ଏହି ପବିତ୍ର ପର୍ବ ଆମ ସମସ୍ତଙ୍କ ମନରେ ଭକ୍ତି, ପ୍ରେମ ଓ ସଦ୍ଭାବର ଭାବନାକୁ ଆହୁରି ଦୃଢ଼ କରୁ। ମହାପ୍ରଭୁଙ୍କ ଆଶୀର୍ବାଦରେ ପ୍ରତ୍ୟେକ ପରିବାର ସୁସ୍ଥ, ସୁଖୀ ଓ ମଙ୍ଗଳମୟ ହେଉ। ଜୟ ଜଗନ୍ନାଥ।
ଶ୍ରୀଜଗନ୍ନାଥଙ୍କ ଦିବ୍ୟ କୃପା ସମସ୍ତଙ୍କ ଜୀବନକୁ ସୁଖ, ଶାନ୍ତି ଓ ସମୃଦ୍ଧିରେ ଭରିଦେଉ : ପ୍ରାଣ ରଞ୍ଜନ ବେହେରା













Leave a Reply