ସ୍ୱାଧୀନତା ଦିବସ ଆମ ପାଇଁ ଗର୍ବ, ଗୌରବ ଓ ଆତ୍ମସମ୍ମାନର ଦିନ : ସୁମିତ୍ରା ପଣ୍ଡା

ଭୁବନେଶ୍ବର,୧୫/୮ :  ସମାଜସେବୀ ସୁମିତ୍ରା ପଣ୍ଡା ୮୦ତମ ସ୍ୱାଧୀନତା ଦିବସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି , ସ୍ୱାଧୀନତା ଦିବସ ଆମ ପାଇଁ ଗର୍ବ, ଗୌରବ ଓ ଆତ୍ମସମ୍ମାନର ଦିନ।  ଦେଶର ସ୍ୱାଧୀନତା ପାଇଁ ସର୍ବସ୍ୱ ତ୍ୟାଗ କରିଥିବା ବୀର ସଂଗ୍ରାମୀମାନଙ୍କୁ ଅନ୍ତରରୁ ଶ୍ରଦ୍ଧାଞ୍ଜଳି।

ଆସନ୍ତୁ, ସେମାନଙ୍କ ସ୍ୱପ୍ନର ଭାରତ ଗଢ଼ିବା ପାଇଁ ସତ୍ୟ, ନିଷ୍ଠା ଓ ଏକତାର ସହ ଆଗକୁ ବଢ଼ିବା। ଦେଶର ପ୍ରତ୍ୟେକ ନାଗରିକଙ୍କ ମୁହଁରେ ହସ ଓ ଜୀବନରେ ସମୃଦ୍ଧି ଆସୁ ଏହା ହିଁ ଆମର ପ୍ରାର୍ଥନା। ଜୟ ହିନ୍ଦ, ଜୟ ଭାରତ!

Leave a Reply

Your email address will not be published. Required fields are marked *