ପବିତ୍ର ଗଣେଶ ପୂଜା ଅବସରରେ ସମଗ୍ର ରାଜ୍ୟ ଓ ଦେଶବାସୀଙ୍କୁ ମୋର ଅନ୍ତରରୁ ଶୁଭେଚ୍ଛା ଓ ଶୁଭକାମନା : ପ୍ରାଣ ରଞ୍ଜନ ବେହେରା

ଭୁବନେଶ୍ବର,୧୪/୯ : ପବିତ୍ର ଗଣେଶ ପୂଜା ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ସାମ୍ବାଦିକ ପ୍ରାଣ ରଞ୍ଜନ ବେହେରା । ସେ କହିଛନ୍ତି, ପବିତ୍ର ଗଣେଶ ପୂଜା ଅବସରରେ ସମଗ୍ର ରାଜ୍ୟ ଓ ଦେଶବାସୀଙ୍କୁ ମୋର ଅନ୍ତରରୁ ଶୁଭେଚ୍ଛା ଓ ଶୁଭକାମନା। ପ୍ରଭୁ ଶ୍ରୀଗଣେଶଙ୍କ କୃପାରେ ଜୀବନର ସମସ୍ତ ବିଘ୍ନ ଦୂର ହେଉ। ପ୍ରତ୍ୟେକ ପରିବାରରେ ସୁଖ, ଶାନ୍ତି, ସ୍ୱାସ୍ଥ୍ୟ ଓ ସମୃଦ୍ଧି ବଜାୟ ରହୁ। ପ୍ରଭୁ ଶ୍ରୀଗଣେଶ ସମସ୍ତଙ୍କ ଜୀବନକୁ ସଫଳତା ଓ ଆନନ୍ଦରେ ଭରିଦିଅନ୍ତୁ।

Leave a Reply

Your email address will not be published. Required fields are marked *