ଭୁବନେଶ୍ବର,୨୫/୭ : ପବିତ୍ର ସୁନାବେଶ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଓଡ଼ିଶା ଅପଡେଟର ସମ୍ପାଦକ ଟିକାୟତ ନାୟକ । ସେ କହିଛନ୍ତି , ସୁନାବେଶର ଅପୂର୍ବ ଦିବ୍ୟ ମହିମା ଆମ ସମସ୍ତଙ୍କ ଜୀବନରେ ଭକ୍ତି, ବିଶ୍ୱାସ ଓ ନୂତନ ଆଶାର ସଞ୍ଚାର କରୁ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅସୀମ କୃପାରେ ପ୍ରତ୍ୟେକ ପରିବାର ସୁଖ, ଶାନ୍ତି, ସମୃଦ୍ଧି ଓ ସୁସ୍ୱାସ୍ଥ୍ୟରେ ପରିପୂର୍ଣ୍ଣ ହେଉ। ଏହି ପବିତ୍ର ପର୍ବ ସମାଜରେ ପ୍ରେମ, ସଦ୍ଭାବ, ଐକ୍ୟ ଓ ମାନବତାର ବାର୍ତ୍ତାକୁ ଆହୁରି ସୁଦୃଢ଼ କରୁ। ସୁନାବେଶର ପାବନ ଅବସରରେ ସମସ୍ତଙ୍କୁ ହୃଦୟର ଅନ୍ତଃସ୍ଥଳରୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ଜୟ ଜଗନ୍ନାଥ।
ସୁନାବେଶର ଅପୂର୍ବ ଦିବ୍ୟ ମହିମା ଆମ ସମସ୍ତଙ୍କ ଜୀବନରେ ଭକ୍ତି, ବିଶ୍ୱାସ ଓ ନୂତନ ଆଶାର ସଞ୍ଚାର କରୁ : ଟିକାୟତ ନାୟକ













Leave a Reply