ଭୁବନେଶ୍ବର,୧୫/୮ : ବରିଷ୍ଠ ସାମ୍ବାଦିକ ସମରେନ୍ଦ୍ର କୁମାର ଦାସ ୮୦ତମ ସ୍ୱାଧୀନତା ଦିବସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି, ସ୍ୱାଧୀନତାର ଏହି ପବିତ୍ର ପର୍ବରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ।
ତ୍ରିରଙ୍ଗାର ଗୌରବ ଓ ଦେଶର ସମ୍ମାନକୁ ସର୍ବଦା ଉଚ୍ଚରେ ରଖିବା। ବୀର ସହିଦମାନଙ୍କ ବଳିଦାନକୁ ମନେ ପକାଇ ଦେଶ ସେବାର ସଂକଳ୍ପ ନେବା। ପ୍ରେମ, ଏକତା ଓ ଭାଇଚାରାରେ ଭାରତକୁ ଆହୁରି ସୁନ୍ଦର କରିବା। ସମସ୍ତଙ୍କୁ ସ୍ୱାଧୀନତା ଦିବସର ଅନେକ ଅନେକ ଶୁଭକାମନା ।













Leave a Reply