ପ୍ରଭୁଙ୍କ ଆଶୀର୍ବାଦରେ ପ୍ରତ୍ୟେକ ମନରେ ଆତ୍ମବିଶ୍ୱାସ ଓ ପ୍ରତ୍ୟେକ ପଦକ୍ଷେପରେ ସଫଳତା ମିଳୁ : ଦୀପକ ପରିଡ଼ା

ଭୁବନେଶ୍ବର,୧୪/୯ : ପବିତ୍ର ଗଣେଶ ପୂଜା ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ଓଲିଉଡ଼ ଅଭିନେତା ଦୀପକ ପରିଡ଼ା । ସେ କହିଛନ୍ତି, ସିଦ୍ଧିଦାତା ପ୍ରଭୁ ଶ୍ରୀଗଣେଶଙ୍କ ପୂଜା ଅବସରରେ…

Read More
ଗଣନାଥଙ୍କ କୃପାରୁ ଜୀବନର ପ୍ରତ୍ୟେକ ପଥ ସଫଳ ଓ ମଙ୍ଗଳମୟ ହେଉ : ଚନ୍ଦନ କର, ଅଭିନେତା

ଭୁବନେଶ୍ବର,୧୪/୯ : ପବିତ୍ର ଗଣେଶ ପୂଜା ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ଓଲିଉଡ଼ ଅଭିନେତା ଚନ୍ଦନ କର । ସେ କହିଛନ୍ତି, ବୁଦ୍ଧି, ବିଦ୍ୟା ଓ ସିଦ୍ଧିର ଦେବତା…

Read More
ପବିତ୍ର ରଥଯାତ୍ରା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା : ଚନ୍ଦନ କର

ଭୁବନେଶ୍ୱର, ୧୬/୭ : ବିଶ୍ୱ ପ୍ରସିଦ୍ଧ ପବିତ୍ର ରଥଯାତ୍ରା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କରୁଣାରୁ ପ୍ରତ୍ୟେକ ଜୀବନ ଆନନ୍ଦ,…

Read More
ଦୋଷୀଙ୍କ ବିରୋଧରେ କଠୋରରୁ କଠୋର ଦଣ୍ଡ ଦାବି କରୁଛି : ସବ୍ୟସାଚୀ ମିଶ୍ର, ଅଭିନେତା

ଭୁବନେଶ୍ବର,୨୨/୬ : ରାୟଗଡ଼ାର କଲ୍ୟାଣସିଂହପୁରରେ ଘଟିଥିବା ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଓଲିଉଡ଼ ଅଭିନେତା ସବ୍ୟସାଚୀ ମିଶ୍ର। ସେ ତାଙ୍କ ସୋସିଆଲ ମିଡ଼ିଆରେ ଲେଖିଛନ୍ତି, ରାୟଗଡ଼ାର…

Read More
ଦର୍ଶକଙ୍କ ମନ କିଣିଲା ‘ଡାଏରୀ’ର ସଙ୍ଗୀତ ଓ ଟିଜର୍ : ରଜ ପାଇଁ ଓଲିଉଡ଼ରେ ପ୍ରସ୍ତୁତି ଜୋରଦାର୍

ଭୁବନେଶ୍ବର,୩୧/୫ : ଭୁବନେଶ୍ୱରସ୍ଥିତ ଆଦିଲକ୍ଷ୍ମୀ କନଭେନସଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଥିବା ଆଗାମୀ ଓଡ଼ିଆ ଚଳଚ୍ଚିତ୍ର ‘ଡାଏରୀ’ର ଟିଜର୍ ଏବଂ ମ୍ୟୁଜିକ୍ ରିଲିଜ୍ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ନିଆରା ଥିଲା।…

Read More
ରଜରେ ଧମାକା କରିବେ ଅନୁଭବ : ଟ୍ରେଣ୍ଡରେ ‘ଆମେ ବାଳୁଙ୍ଗା ଟୋକା’

ଭୁବନେଶ୍ୱର, ୩୧/ ୫ : ଚଳିତ ରଜରେ ଦର୍ଶକଙ୍କୁ ମନୋରଞ୍ଜନର ଡବଲ୍ ଡୋଜ୍ ଦେବାକୁ ପ୍ରସ୍ତୁତ ଓଲିଉଡ୍ ସୁପରଷ୍ଟାର ଅନୁଭବ ମହାନ୍ତି । ତାଙ୍କ ଅଭିନୀତ ବହୁ…

Read More