ଗଣନାଥଙ୍କ କୃପାରୁ ଜୀବନର ପ୍ରତ୍ୟେକ ପଥ ସଫଳ ଓ ମଙ୍ଗଳମୟ ହେଉ : ଚନ୍ଦନ କର, ଅଭିନେତା

ଭୁବନେଶ୍ବର,୧୪/୯ : ପବିତ୍ର ଗଣେଶ ପୂଜା ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ଓଲିଉଡ଼ ଅଭିନେତା ଚନ୍ଦନ କର । ସେ କହିଛନ୍ତି, ବୁଦ୍ଧି, ବିଦ୍ୟା ଓ ସିଦ୍ଧିର ଦେବତା ପ୍ରଭୁ ଶ୍ରୀଗଣେଶଙ୍କ ପବିତ୍ର ଗଣେଶ ଚତୁର୍ଥୀରେ ଶୁଭେଚ୍ଛା ଓ ଶୁଭକାମନା। ଗଣନାଥଙ୍କ କୃପାରୁ ଜୀବନର ପ୍ରତ୍ୟେକ ପଥ ସଫଳ ଓ ମଙ୍ଗଳମୟ ହେଉ ।

Leave a Reply

Your email address will not be published. Required fields are marked *